यातयामं गतरसं पूति पर्युषितं च यत् ।
उच्छिष्टमपि चामेध्यं भोजनं तामसप्रियम् ॥
१७-१० ॥
yātayāmaṃ gatarasaṃ pūti paryuṣitaṃ ca yat |
ucchiṣṭamapi cāmedhyaṃ bhojanaṃ tāmasapriyam ||
17-10 ||
ଯାତଯାମ (ବାସି ହୋଇ ବହୁ ସମୟ ଗଡ଼ିଥିବା), ଗତ-ରସ (ରସ-ହୀନ), ପୂତି (ଦୁର୍ଗନ୍ଧ-ଯୁକ୍ତ), ଓ ପର୍ଯ୍ୟୁଷିତ (ବାସି), ଉଚ୍ଛିଷ୍ଟ ତଥା ଅମେଧ୍ୟ (ଅପବିତ୍ର) ଭୋଜନ ତାମସଙ୍କ ପ୍ରିୟ।