Bhagavad Gītā (Kashmirian recension)· 17.9 / 28

Bhagavad Gītā (Kashmirian recension)17.9

17.9
कट्वम्ललवणात्युष्णतीक्ष्णरूक्षविदाहिनः । आहारा राजसस्येष्टा दुःखशोकामयप्रदाः ॥ १७-९ ॥
kaṭvamlalavaṇātyuṣṇatīkṣṇarūkṣavidāhinaḥ | āhārā rājasasyeṣṭā duḥkhaśokāmayapradāḥ || 17-9 ||
— କଟୁ, ଅମ୍ଳ, ଲବଣ, ଅତ୍ୟୁଷ୍ଣ, ତୀକ୍ଷ୍ଣ, ରୂକ୍ଷ ଓ ବିଦାହୀ ; — ଆହାର ରାଜସଙ୍କ ଇଷ୍ଟ ; — ଦୁଃଖ, ଶୋକ ଓ ଆମୟ-ପ୍ରଦ

କଟୁ, ଅମ୍ଳ, ଲବଣ, ଅତ୍ୟୁଷ୍ଣ, ତୀକ୍ଷ୍ଣ, ରୂକ୍ଷ ଓ ବିଦାହୀ ଆହାର ରାଜସଙ୍କ ଇଷ୍ଟ, (ଯାହା) ଦୁଃଖ, ଶୋକ ଓ ଆମୟ (ରୋଗ)-ପ୍ରଦ।