आयुःसत्त्वबलारोग्यसुखप्रीतिविवर्धनाः ।
रस्याः स्निग्धाः स्थिरा हृद्या आहाराः सात्त्विकप्रियाः ॥
१७-८ ॥
āyuḥsattvabalārogyasukhaprītivivardhanāḥ |
rasyāḥ snigdhāḥ sthirā hṛdyā āhārāḥ sāttvikapriyāḥ ||
17-8 ||
ଆୟୁ, ସତ୍ତ୍ୱ, ବଳ, ଆରୋଗ୍ୟ, ସୁଖ ଓ ପ୍ରୀତି-ବର୍ଦ୍ଧକ, ରସ୍ୟ (ରସ-ଯୁକ୍ତ), ସ୍ନିଗ୍ଧ, ସ୍ଥିର ଓ ହୃଦ୍ୟ ଆହାର ସାତ୍ତ୍ୱିକଙ୍କ ପ୍ରିୟ।