Bhagavad Gītā (Kashmirian recension)15.9
श्रोत्रं चक्षुः स्पर्शनं च रसनं घ्राणमेव च ।
अधिष्ठाय मनश्चायं विषयानुपसेवते ॥
१५-९ ॥
śrotraṃ cakṣuḥ sparśanaṃ ca rasanaṃ ghrāṇameva ca |
adhiṣṭhāya manaścāyaṃ viṣayānupasevate ||
15-9 ||
— ଶ୍ରୋତ୍ର, ଚକ୍ଷୁ ଓ ସ୍ପର୍ଶନ ; — ରସନ ଓ ଘ୍ରାଣ ; — ଏସବୁ ଓ ମନକୁ ଅଧିଷ୍ଠାନ କରି ଏହି (ଜୀବ) ; — ବିଷୟସବୁକୁ ଉପସେବନ କରେ ଶ୍ରୋତ୍ର, ଚକ୍ଷୁ, ସ୍ପର୍ଶନ, ରସନ ଓ ଘ୍ରାଣ, ତଥା ମନ — ଏସବୁକୁ ଅଧିଷ୍ଠାନ କରି ଏହି (ଜୀବ) ବିଷୟସବୁକୁ ଉପସେବନ କରେ।