तिष्ठन्तमुत्क्रामन्तं वा भुञ्जानं वा गुणान्वितम् ।
विमूढा नानुपश्यन्ति पश्यन्ति ज्ञानचक्षुषः ॥
१५-१० ॥
tiṣṭhantamutkrāmantaṃ vā bhuñjānaṃ vā guṇānvitam |
vimūḍhā nānupaśyanti paśyanti jñānacakṣuṣaḥ ||
15-10 ||
ସ୍ଥିତ, ଉତ୍କ୍ରମଣ କରୁଥିବା, ବା ଗୁଣ-ଯୁକ୍ତ ହୋଇ ଭୋଗ କରୁଥିବା (ତାହାଙ୍କୁ) ବିମୂଢ଼ (ଲୋକେ) ଦେଖନ୍ତି ନାହିଁ; ଜ୍ଞାନ-ଚକ୍ଷୁ-ଯୁକ୍ତ (ଲୋକେ) ଦେଖନ୍ତି।