यस्मात्क्षरमतीतोऽहमक्षरादपि चोत्तमः ।
अतोऽस्मि लोके वेदे च प्रथितः पुरुषोत्तमः ॥
१५-१८ ॥
yasmātkṣaramatīto'hamakṣarādapi cottamaḥ |
ato'smi loke vede ca prathitaḥ puruṣottamaḥ ||
15-18 ||
ଯେହେତୁ ମୁଁ କ୍ଷରକୁ ଅତୀତ, ଏବଂ ଅକ୍ଷରଠାରୁ ମଧ୍ୟ ଉତ୍ତମ, ତେଣୁ ଲୋକରେ ଓ ବେଦରେ ମୁଁ ପୁରୁଷୋତ୍ତମ ବୋଲି ପ୍ରଥିତ (ପ୍ରସିଦ୍ଧ)।