उदासीनवदासीनो गुणैर्यो न विचाल्यते ।
गुणा वर्तन्ते इत्येव योऽज्ञस्तिष्ठति नेङ्गते ॥
१४-२३ ॥
udāsīnavadāsīno guṇairyo na vicālyate |
guṇā vartante ityeva yo'jñastiṣṭhati neṅgate ||
14-23 ||
ଯିଏ ଉଦାସୀନ ପରି ବସିଥାଏ, ଗୁଣସବୁ ଦ୍ୱାରା ବିଚଳିତ ହୁଏ ନାହିଁ, 'ଗୁଣସବୁ ବର୍ତ୍ତୁଅଛନ୍ତି' ବୋଲି (ଜାଣି) ଯିଏ ସ୍ଥିର ରହେ ଓ ବିଚଳିତ ହୁଏ ନାହିଁ,