प्रकाशं च प्रवृत्तिं च मोहमेव च पाण्डव ।
न द्वेष्टि सम्प्रवृत्तानि न निवृत्तानि काङ्क्षति ॥
१४-२२ ॥
prakāśaṃ ca pravṛttiṃ ca mohameva ca pāṇḍava |
na dveṣṭi sampravṛttāni na nivṛttāni kāṅkṣati ||
14-22 ||
ହେ ପାଣ୍ଡବ, ପ୍ରକାଶ, ପ୍ରବୃତ୍ତି ଓ ମୋହ — (ସେ) ଏସବୁ ଉପସ୍ଥିତ ହେଲେ ଦ୍ୱେଷ କରେ ନାହିଁ, ନିବୃତ୍ତ ହେଲେ କାଂକ୍ଷା କରେ ନାହିଁ।