समदुःखसुखःस्वप्नः समलोष्टाश्मकाञ्चनः ।
तुल्यप्रियाप्रियो धीरस्तुल्यनिन्दात्मसंस्तुतिः ॥
१४-२४ ॥
samaduḥkhasukhaḥsvapnaḥ samaloṣṭāśmakāñcanaḥ |
tulyapriyāpriyo dhīrastulyanindātmasaṃstutiḥ ||
14-24 ||
ସମ-ଦୁଃଖ-ସୁଖ, ସ୍ୱ-ସ୍ଥିତ (ଆତ୍ମ-ସ୍ଥିତ), ମାଟିଢେଲା-ପଥର-ସୁବର୍ଣ୍ଣକୁ ସମାନ ଗଣୁଥିବା, ପ୍ରିୟ ଓ ଅପ୍ରିୟରେ ତୁଲ୍ୟ, ଧୀର, ନିଜ ନିନ୍ଦା ଓ ସ୍ତୁତିରେ ତୁଲ୍ୟ,