सर्वद्वारेषु देहेऽस्मिन्प्रकाशमुपजायते ।
ज्ञानं यदा तदा विद्याद्विवृद्धं सत्त्वमित्युत ॥
१४-११ ॥
sarvadvāreṣu dehe'sminprakāśamupajāyate |
jñānaṃ yadā tadā vidyādvivṛddhaṃ sattvamityuta ||
14-11 ||
ଯେତେବେଳେ ଏହି ଦେହର ସମସ୍ତ ଦ୍ୱାରରେ ଜ୍ଞାନ-ପ୍ରକାଶ ଉତ୍ପନ୍ନ ହୁଏ, ସେତେବେଳେ ସତ୍ତ୍ୱ ବିବୃଦ୍ଧ ହୋଇଅଛି ବୋଲି ଜାଣିବ।