क्षेत्रक्षेत्रज्ञयोरेवमन्तरं ज्ञानचक्षुषा ।
भूतप्रकृतिमोक्षं च ये विदुर्यान्ति ते परम् ॥
१३-३५ ॥
kṣetrakṣetrajñayorevamantaraṃ jñānacakṣuṣā |
bhūtaprakṛtimokṣaṃ ca ye viduryānti te param ||
13-35 ||
ଯେଉଁମାନେ ଏହିପରି ଜ୍ଞାନ-ଚକ୍ଷୁ ଦ୍ୱାରା କ୍ଷେତ୍ର ଓ କ୍ଷେତ୍ରଜ୍ଞର ଅନ୍ତର (ଭେଦ) ଓ ଭୂତ-ପ୍ରକୃତିରୁ ମୋକ୍ଷ ଜାଣନ୍ତି, ସେମାନେ ପର (ପରମ) ପ୍ରାପ୍ତ କରନ୍ତି।