Bhagavad Gītā (Kashmirian recension)12.9
अहावेशयितुं चित्तं न शक्नोषि मयि स्थिरम् ।
अभ्यासयोगेन ततो मामिच्छाप्तुं धनञ्जय ॥
१२-९ ॥
ahāveśayituṃ cittaṃ na śaknoṣi mayi sthiram |
abhyāsayogena tato māmicchāptuṃ dhanañjaya ||
12-9 ||
— ଯଦି ଚିତ୍ତକୁ ଆବେଶିତ କରିବାକୁ ; — ତୁମେ ମୋ'ଠାରେ ସ୍ଥିର-ଭାବେ ଶକ୍ତ ନୁହଁ ; — ତେବେ ଅଭ୍ୟାସ-ଯୋଗ ଦ୍ୱାରା ; — ମୋତେ ପ୍ରାପ୍ତ କରିବାକୁ ଇଚ୍ଛା କର, ହେ ଧନଞ୍ଜୟ ଯଦି ତୁମେ ଚିତ୍ତକୁ ମୋ'ଠାରେ ସ୍ଥିର-ଭାବେ ଆବେଶିତ କରିବାକୁ ଶକ୍ତ ନୁହଁ, ତେବେ ହେ ଧନଞ୍ଜୟ, ଅଭ୍ୟାସ-ଯୋଗ ଦ୍ୱାରା ମୋତେ ପ୍ରାପ୍ତ କରିବାକୁ ଇଚ୍ଛା କର।