Bhagavad Gītā (Kashmirian recension)12.10
अभ्यासेऽप्यसमर्थोः सन्मत्कर्मपरमो भव ।
मदर्थमपि कर्माणि कुर्वन्सिद्धिमवाप्स्यसि ॥
१२-१० ॥
abhyāse'pyasamarthoḥ sanmatkarmaparamo bhava |
madarthamapi karmāṇi kurvansiddhimavāpsyasi ||
12-10 ||
— ଅଭ୍ୟାସରେ ମଧ୍ୟ ଅସମର୍ଥ ହେଲେ ; — ମୋର କର୍ମ-ପରାୟଣ ହୁଅ ; — ମୋ ନିମନ୍ତେ ମଧ୍ୟ କର୍ମ ; — କରୁ କରୁ ତୁମେ ସିଦ୍ଧି ପ୍ରାପ୍ତ କରିବ ଅଭ୍ୟାସରେ ମଧ୍ୟ ଅସମର୍ଥ ହେଲେ, ମୋର କର୍ମ-ପରାୟଣ ହୁଅ; ମୋ ନିମନ୍ତେ କର୍ମ କରୁ କରୁ ମଧ୍ୟ ତୁମେ ସିଦ୍ଧି ପ୍ରାପ୍ତ କରିବ।