मय्यावेश्य मनो ये मां नित्ययुक्ता उपासते ।
श्रद्धया परयोपेतास्ते मे युक्ततमा मताः ॥
१२-२ ॥
mayyāveśya mano ye māṃ nityayuktā upāsate |
śraddhayā parayopetāste me yuktatamā matāḥ ||
12-2 ||
ଯେଉଁମାନେ ମୋ'ଠାରେ ମନ ନିବେଶ କରି, ନିତ୍ୟ-ଯୁକ୍ତ ହୋଇ, ପରମ ଶ୍ରଦ୍ଧାରେ ଯୁକ୍ତ ହୋଇ ମୋତେ ଉପାସନା କରନ୍ତି, ସେମାନେ ମୋ ମତରେ ଯୁକ୍ତତମ।