नान्तोऽस्ति मम दिव्यानां विभूतीनां परन्तप ।
एष तूद्देशतः प्रोक्तो विभूतेर्विस्तरो मया ॥
१०-४० ॥
nānto'sti mama divyānāṃ vibhūtīnāṃ parantapa |
eṣa tūddeśataḥ prokto vibhūtervistaro mayā ||
10-40 ||
ହେ ପରନ୍ତପ, ମୋର ଦିବ୍ୟ ବିଭୂତିମାନଙ୍କ ଅନ୍ତ ନାହିଁ; ଏହି ବିଭୂତିର ବିସ୍ତାର କେବଳ ଉଦ୍ଦେଶ-ମାତ୍ର (ଉଦାହରଣ-ସ୍ୱରୂପ) ମୋ ଦ୍ୱାରା କୁହାଗଲା।