Bhagavad Gītā (Kashmirian recension)· 10.34 / 42

Bhagavad Gītā (Kashmirian recension)10.34

10.34
मृत्युः सर्वहरश्चाहमुद्भवश्च भविष्यताम् । कीर्तिः श्रीर्वाक्च नारीणां स्मृतिर्मेधा धृतिः क्षमा ॥ १०-३४ ॥
mṛtyuḥ sarvaharaścāhamudbhavaśca bhaviṣyatām | kīrtiḥ śrīrvākca nārīṇāṃ smṛtirmedhā dhṛtiḥ kṣamā || 10-34 ||
— ମୁଁ ସର୍ବହର ମୃତ୍ୟୁ ; — ତଥା ଭବିଷ୍ୟତ (ବସ୍ତୁ)ମାନଙ୍କ ଉଦ୍ଭବ ; — ନାରୀ (-ଗୁଣ)ମାନଙ୍କ ମଧ୍ୟରେ କୀର୍ତ୍ତି, ଶ୍ରୀ, ବାକ୍ ; — ସ୍ମୃତି, ମେଧା, ଧୃତି, କ୍ଷମା

ମୁଁ ସର୍ବହର ମୃତ୍ୟୁ, ତଥା ଭବିଷ୍ୟତ (ବସ୍ତୁ)ମାନଙ୍କ ଉଦ୍ଭବ; ନାରୀ (-ଗୁଣ)ମାନଙ୍କ ମଧ୍ୟରେ କୀର୍ତ୍ତି, ଶ୍ରୀ, ବାକ୍, ସ୍ମୃତି, ମେଧା, ଧୃତି ଓ କ୍ଷମା।