मुनिं दुर्वाससं नाम भगवानूर्ध्वरेतसम् ।
नोच्छिद्येत यथा शास्त्रं रहस्यं कुरु तादृशम् ॥११०॥
muniṃ durvāsasaṃ nāma bhagavānūrdhvaretasam |
nocchidyeta yathā śāstraṃ rahasyaṃ kuru tādṛśam
ଦୁର୍ବାସା ନାମକ ଊର୍ଦ୍ଧ୍ୱରେତା (ବ୍ରହ୍ମଚାରୀ) ମୁନିଙ୍କୁ ଭଗବାନ୍ (ଆଦେଶ ଦେଲେ) — 'ଯେପରି ଶାସ୍ତ୍ର ଉଚ୍ଛିନ୍ନ ନ ହୁଏ, ସେପରି ସେହି ରହସ୍ୟ (ଶାସ୍ତ୍ର)କୁ (ସଂରକ୍ଷଣ) କର।'