विकल्पादेः समुत्पत्तिः सत एव प्रजायते ॥१३॥
vikalpādeḥ samutpattiḥ sata eva prajāyate
ବିକଳ୍ପ ଆଦିର ସମୁତ୍ପତ୍ତି (ଉଦ୍ଭବ) ସତ୍ (ବିଦ୍ୟମାନ)ରୁ ହିଁ ଜାତ ହୁଏ (— କାରଣ ଅସତ୍ କିଛି ଉତ୍ପନ୍ନ କରି ପାରେ ନାହିଁ)।