तस्यापि किं शिवावाप्तिः कथमुक्ता ह्यसत्यता ॥१२॥
tasyāpi kiṃ śivāvāptiḥ kathamuktā hyasatyatā
ସେହି (ବ୍ୟବହାର) ମଧ୍ୟ କଣ ଶିବ-ଆବାପ୍ତି (ଶିବତ୍ୱ ଲାଭ କରେ)? ଆଉ (ତାହା ବି ଶିବ ହେଲେ) ତାହାର 'ଅସତ୍ୟତା' କିପରି କୁହାଯିବ?