नानावादैः स्वसिद्धान्तैः साकमत्र विरोधिता ।
सर्वभावशिवत्वेन नास्तिता बन्धमोक्षयोः ॥२६॥
nānāvādaiḥ svasiddhāntaiḥ sākamatra virodhitā |
sarvabhāvaśivatvena nāstitā bandhamokṣayoḥ
(ଆପତ୍ତି:) ଏଠାରେ (ତୁମ ମତ) ନାନା ବାଦ ସହ ଓ ନିଜ ସିଦ୍ଧାନ୍ତ ସହ ବିରୋଧୀ; ଆଉ ସମସ୍ତ ଭାବର ଶିବତ୍ୱ (କହି), ବନ୍ଧ ଓ ମୋକ୍ଷର ନାସ୍ତିତା (ଅବିଦ୍ୟମାନତା ଆସେ)।