The Vision of Śiva· 1.11 / 49

The Vision of Śiva1.11

1.11
कुत्सितेऽकुत्सितस्य स्यात्कथमुन्मुखतेति चेत् ॥११॥
kutsite'kutsitasya syātkathamunmukhateti cet
— କୁତ୍ସିତ (ନିନ୍ଦ୍ୟ) ବିଷୟରେ ; — ଅକୁତ୍ସିତ (ନିନ୍ଦାରହିତ, ଶିବ)ଙ୍କର ; — ସମ୍ଭବ ହୁଅନ୍ତା କି ; — କିପରି ; — ଉନ୍ମୁଖତା, ଅଭିମୁଖତା ; — ଏପରି ; — ଯଦି (ଆପତ୍ତି ହୁଏ)

ଯଦି ଆପତ୍ତି ହୁଏ: 'ଅକୁତ୍ସିତ (ନିନ୍ଦାରହିତ) ଶିବଙ୍କର କୁତ୍ସିତ (ନିନ୍ଦ୍ୟ, ଯଥା ଦୌଡ଼ିବା) ବିଷୟରେ ଉନ୍ମୁଖତା କିପରି ସମ୍ଭବ?' —