अपि चेत् सुदुराचारो भजते मामनन्यभाक् ।
साधुरेव स मन्तव्यः सम्यग्व्यवसितो हि सः ॥
९-३१ ॥
api cet sudurācāro bhajate māmananyabhāk |
sādhureva sa mantavyaḥ samyagvyavasito hi saḥ ||
9-31 ||
ଅତି ଦୁରାଚାରୀ ବ୍ୟକ୍ତି ମଧ୍ୟ ଯଦି ଅନନ୍ୟ-ଭକ୍ତ ହୋଇ ମୋତେ ଭଜନ କରେ, ତେବେ ସେ ସାଧୁ ବୋଲି ହିଁ ମନ୍ତବ୍ୟ, କାରଣ ସେ ସମ୍ୟକ୍ ବ୍ୟବସିତ (ଯଥାର୍ଥ-ନିଶ୍ଚୟୀ)।