पुण्यः पृथिव्यां गन्धोऽस्मि तेजश्चाऽस्मि विभावसौ ।
जीवनं सर्वभूतेषु तपश्चाऽस्मि तपस्विषु ॥
७-९ ॥
puṇyaḥ pṛthivyāṃ gandho'smi tejaścā'smi vibhāvasau |
jīvanaṃ sarvabhūteṣu tapaścā'smi tapasviṣu ||
7-9 ||
ମୁଁ ପୃଥିବୀରେ ପୁଣ୍ୟ (ପବିତ୍ର) ଗନ୍ଧ, ଅଗ୍ନିରେ ତେଜ, ସମସ୍ତ ଭୂତରେ ଜୀବନ ଓ ତପସ୍ୱୀମାନଙ୍କଠାରେ ତପ।