यो यो यां यां तनुं भक्तः श्रद्धयार्चितुमिच्छति ।
तस्य तस्याचलां श्रद्धां तामेव विदधाम्यहम् ॥
७-२१ ॥
yo yo yāṃ yāṃ tanuṃ bhaktaḥ śraddhayārcitumicchati |
tasya tasyācalāṃ śraddhāṃ tāmeva vidadhāmyaham ||
7-21 ||
ଯେଉଁ ଯେଉଁ ଭକ୍ତ ଯେଉଁ ଯେଉଁ (ଦେବ-)ତନୁକୁ ଶ୍ରଦ୍ଧା ସହ ଅର୍ଚ୍ଚନା କରିବାକୁ ଇଚ୍ଛା କରେ, ତାହାର ସେହି ଅଚଳ ଶ୍ରଦ୍ଧାକୁ ହିଁ ମୁଁ ବିଧାନ କରେ।