यज्ञार्थात्कर्मणोऽन्यत्र लोकोऽयं कर्मबन्धनः ।
तदर्थं कर्म कौन्तेय मुक्तसङ्गः समाचर ॥
३-९ ॥
yajñārthātkarmaṇo'nyatra loko'yaṃ karmabandhanaḥ |
tadarthaṃ karma kaunteya muktasaṅgaḥ samācara ||
3-9 ||
ଯଜ୍ଞ ନିମନ୍ତେ କରାଯାଇଥିବା କର୍ମ ବ୍ୟତୀତ, ଏ ଲୋକ କର୍ମଦ୍ୱାରା ବନ୍ଧା; ଏଣୁ ହେ କୁନ୍ତୀପୁତ୍ର, ସେହି (ଯଜ୍ଞ) ନିମନ୍ତେ ଆସକ୍ତିମୁକ୍ତ ହୋଇ କର୍ମ କର।