Bhagavad Gītā (Kashmirian recension)· 3.12 / 48

Bhagavad Gītā (Kashmirian recension)3.12

3.12
इष्टान्कामान्हि वो देवा दास्यन्ते यज्ञभाविताः । तैर्दत्तानप्रदायैभ्यो यो भुङ्क्ते स्तेन एव सः ॥ ३-१२ ॥
iṣṭānkāmānhi vo devā dāsyante yajñabhāvitāḥ | tairdattānapradāyaibhyo yo bhuṅkte stena eva saḥ || 3-12 ||
— କାରଣ ଦେବତାମାନେ ତୁମକୁ ଅଭୀଷ୍ଟ ଭୋଗ ଦେବେ ; — ଯଜ୍ଞଦ୍ୱାରା ଭାବିତ ହୋଇ ; — ସେମାନଙ୍କ ପ୍ରଦତ୍ତ (ଭୋଗ) ସେମାନଙ୍କୁ ନ ଅର୍ପଣ କରି ; — ଯିଏ ଭୋଗ କରେ, ସେ ନିଶ୍ଚୟ ଚୋର

କାରଣ ଯଜ୍ଞଦ୍ୱାରା ଭାବିତ ଦେବତାମାନେ ତୁମକୁ ଅଭୀଷ୍ଟ ଭୋଗ ଦେବେ; ସେମାନଙ୍କ ପ୍ରଦତ୍ତ (ଭୋଗ) ସେମାନଙ୍କୁ ନ ଅର୍ପଣ କରି ଯିଏ ଭୋଗ କରେ, ସେ ନିଶ୍ଚୟ ଚୋର।