देवान्भावयतानेन ते देवा भावयन्तु वः ।
परस्परं भावयन्तः श्रेयः परमवाप्स्यथ ॥
३-११ ॥
devānbhāvayatānena te devā bhāvayantu vaḥ |
parasparaṃ bhāvayantaḥ śreyaḥ paramavāpsyatha ||
3-11 ||
“ଏହାଦ୍ୱାରା ଦେବତାମାନଙ୍କୁ ଭାବିତ (ପୋଷଣ) କର, ସେହି ଦେବତାମାନେ ତୁମକୁ ଭାବିତ କରନ୍ତୁ; ପରସ୍ପରକୁ ଭାବିତ କରୁ କରୁ ତୁମେମାନେ ପରମ ଶ୍ରେୟ ପ୍ରାପ୍ତ କରିବ।”