एषा ब्राह्मी स्थितिः पार्थ नैनां प्राप्य विमुह्यति ।
स्थित्वास्यामन्तकालेऽपि ब्रह्मनिर्वाणमृच्छति ॥
२-७४ ॥
eṣā brāhmī sthitiḥ pārtha naināṃ prāpya vimuhyati |
sthitvāsyāmantakāle'pi brahmanirvāṇamṛcchati ||
2-74 ||
ହେ ପାର୍ଥ, ଏ ହିଁ ବ୍ରାହ୍ମୀ ସ୍ଥିତି; ଏହାକୁ ପ୍ରାପ୍ତ ହୋଇ (କେହି) ମୋହିତ ହୁଏ ନାହିଁ; ଅନ୍ତକାଳରେ ମଧ୍ୟ ଏଥିରେ ସ୍ଥିତ ହୋଇ (ମନୁଷ୍ୟ) ବ୍ରହ୍ମ-ନିର୍ବାଣ ପ୍ରାପ୍ତ କରେ।