Bhagavad Gītā (Kashmirian recension)· 2.22 / 74

Bhagavad Gītā (Kashmirian recension)2.22

2.22
वेदाविनाशिनं नित्यं य एनमजमव्ययम् । कथं स पुरुषः पार्थ हन्यते हन्ति वा कथम् ॥ २-२२ ॥
vedāvināśinaṃ nityaṃ ya enamajamavyayam | kathaṃ sa puruṣaḥ pārtha hanyate hanti vā katham || 2-22 ||
— ଅବିନାଶୀ, ନିତ୍ୟ ବୋଲି ଜାଣେ ; — ଯେ ଏହି ଅଜ, ଅବ୍ୟୟ (ଜାଣେ) ; — ସେ ପୁରୁଷ କିପରି, ହେ ପାର୍ଥ ; — ବଧ କରେ କିମ୍ବା କିପରି ବଧ କରାଏ

ହେ ପାର୍ଥ, ଯେ ଏହି (ଆତ୍ମା)କୁ ଅବିନାଶୀ, ନିତ୍ୟ, ଅଜ ଓ ଅବ୍ୟୟ ବୋଲି ଜାଣେ, ସେ ପୁରୁଷ କିପରି କାହାକୁ ବଧ କରେ କିମ୍ବା କିପରି (କାହାକୁ) ବଧ କରାଏ?