Bhagavad Gītā (Kashmirian recension)· 2.21 / 74

Bhagavad Gītā (Kashmirian recension)2.21

2.21
न जायते म्रियते वा कदाचि- न्नायं भूत्वा भविता वा न भूयः । अजो नित्यः शाश्वतोऽयं पुराणो न हन्यते हन्यमाने शरीरे ॥ २-२१ ॥
na jāyate mriyate vā kadāci- nnāyaṃ bhūtvā bhavitā vā na bhūyaḥ | ajo nityaḥ śāśvato'yaṃ purāṇo na hanyate hanyamāne śarīre || 2-21 ||
— ଏ କେବେ ଜନ୍ମ ନିଅନ୍ତି ନାହିଁ କିମ୍ବା ମରନ୍ତି ନାହିଁ ; — ଥରେ ହୋଇ ପୁଣି ନ ହେବେ ତାହା ନୁହେଁ ; — ଅଜ, ନିତ୍ୟ, ଶାଶ୍ୱତ, ପୁରାଣ ; — ଶରୀର ବଧ ହେଲେ ସେ ବଧ ହୁଅନ୍ତି ନାହିଁ

ଏ (ଆତ୍ମା) କେବେ ଜନ୍ମ ନିଅନ୍ତି ନାହିଁ କିମ୍ବା ମରନ୍ତି ନାହିଁ; ଥରେ ହୋଇ ପୁଣି ନ ହେବେ ତାହା ମଧ୍ୟ ନୁହେଁ; ଅଜ, ନିତ୍ୟ, ଶାଶ୍ୱତ, ପୁରାଣ — ଶରୀର ବଧ ହେଲେ ସେ ବଧ ହୁଅନ୍ତି ନାହିଁ।