प्रकृत्यैव हि कर्माणि क्रियमाणानि सर्वशः ।
यः पश्यति तथात्मानमकर्तारं स पश्यति ॥
१३-३० ॥
prakṛtyaiva hi karmāṇi kriyamāṇāni sarvaśaḥ |
yaḥ paśyati tathātmānamakartāraṃ sa paśyati ||
13-30 ||
ଯିଏ ସମସ୍ତ କର୍ମ ପ୍ରକୃତି ଦ୍ୱାରା ହିଁ ସର୍ବ ପ୍ରକାରେ କରାଯାଉଅଛି ବୋଲି ଦେଖେ, ଏବଂ ସେହିପରି ଆତ୍ମାକୁ ଅକର୍ତ୍ତା ବୋଲି (ଦେଖେ), ସେ ହିଁ (ଯଥାର୍ଥ) ଦେଖେ।