अमी सर्वे धृतराष्ट्रस्य पुत्राः सर्वे सहैवावनिपालसङ्घैः ।
भीष्मो द्रोणः सूतपुत्रस्तथासौ सहास्मदीयैरपि योधमुख्यैः ॥
११-२६ ॥
amī sarve dhṛtarāṣṭrasya putrāḥ sarve sahaivāvanipālasaṅghaiḥ |
bhīṣmo droṇaḥ sūtaputrastathāsau sahāsmadīyairapi yodhamukhyaiḥ ||
11-26 ||
ଏହି ସମସ୍ତ ଧୃତରାଷ୍ଟ୍ର-ପୁତ୍ର ସମସ୍ତେ ଅବନିପାଳ (ରାଜା)-ସଙ୍ଘ ସହିତ, ଭୀଷ୍ମ, ଦ୍ରୋଣ ତଥା ସେହି ସୂତ-ପୁତ୍ର (କର୍ଣ୍ଣ), ଆମ ପକ୍ଷର ମୁଖ୍ୟ ଯୋଦ୍ଧାମାନଙ୍କ ସହିତ ମଧ୍ୟ —