Bhagavad Gītā (Kashmirian recension)1.13
ततः शङ्खाश्च भीर्यश्च पणवानकगोमुखाः ।
सहसैवाभ्यहन्यन्त स शब्दस्तुमुलोऽभवत् ॥
१-१३ ॥
tataḥ śaṅkhāśca bhīryaśca paṇavānakagomukhāḥ |
sahasaivābhyahanyanta sa śabdastumulo'bhavat ||
1-13 ||
— ତା'ପରେ ; — ଶଙ୍ଖମାନ ; — ନଗଡ଼ାମାନ ; — ପଣବ, ଆନକ ଓ ଗୋମୁଖ ବାଦ୍ୟ ; — ଏକାବେଳକେ ; — ବାଜିଲା ; — ସେହି ଶବ୍ଦ ତୁମୁଳ ହେଲା ତା'ପରେ ଶଙ୍ଖ, ଭେରୀ, ପଣବ, ଆନକ ଓ ଗୋମୁଖ (ଆଦି ବାଦ୍ୟ) ଏକାବେଳକେ ବାଜିଲା; ସେହି ଶବ୍ଦ ତୁମୁଳ ହେଲା।