तथापि कोशहेमादिसादृश्यं योगसत्यता ।
शिवोऽस्मीति मदिच्छातः सर्वभावप्रवर्तनम् ॥८३॥
tathāpi kośahemādisādṛśyaṃ yogasatyatā |
śivo'smīti madicchātaḥ sarvabhāvapravartanam
ତଥାପି, କୋଷ (ମୂଷା)ରେ ସୁବର୍ଣ୍ଣ ଆଦିର (ପରୀକ୍ଷା) ସଦୃଶ୍ୟ — (ସେପରି) ଯୋଗର ସତ୍ୟତା (ପ୍ରମାଣ ହେଉଛି) 'ମୁଁ ଶିବ' (ଏହି ନିଶ୍ଚୟ ସହ) ମୋର ଇଚ୍ଛାରୁ ସମସ୍ତ ଭାବ (ବସ୍ତୁ)ର ପ୍ରବର୍ତ୍ତନ।