यथा प्रकल्पिता चित्रा चित्रब्रह्मादिवादिता ।
नानात्मवादितां यावत्तत्सर्वं प्रविचार्यताम् ॥३॥
yathā prakalpitā citrā citrabrahmādivāditā |
nānātmavāditāṃ yāvattatsarvaṃ pravicāryatām
ଯେପରି ବିଚିତ୍ର-ବ୍ରହ୍ମ ଆଦିର ବାଦ (ବିଚିତ୍ର ବ୍ରହ୍ମବାଦ ଆଦି) ପ୍ରକଳ୍ପିତ (ପ୍ରତିପାଦିତ) ହୋଇଅଛି — (ଆଉ ସେହିପରି) ନାନା-ଆତ୍ମବାଦ (ବହୁ ଆତ୍ମାର ବାଦ) ପର୍ଯ୍ୟନ୍ତ — ସେହି ସମସ୍ତ ଏବେ ବିଚାର କରାଯାଉ।