3.98 तावदेकचित्स्वरूपशिवप्रसरणेन वा ॥९८॥ tāvadekacitsvarūpaśivaprasaraṇena vā tāvat — ଏତିକି ପର୍ଯ୍ୟନ୍ତ, ବରଂ ; ekacitsvarūpaśivaprasaraṇena — ଏକ ଚିତ୍ (ଚୈତନ୍ୟ) ସ୍ୱରୂପ ଶିବଙ୍କ ପ୍ରସରଣ (ବିସ୍ତାର)ଦ୍ୱାରା ; vā — ଅଥବା — ଅଥବା ବରଂ, ଏକ ଚିତ୍ (ଚୈତନ୍ୟ) ସ୍ୱରୂପ ଶିବଙ୍କ ପ୍ରସରଣ (ବିସ୍ତାର)ଦ୍ୱାରା (ସବୁ ଏକୀଭୂତ)।