न पृथिव्यादिके तस्मिन् कल्पना संप्रवर्तते ॥८२॥
na pṛthivyādike tasmin kalpanā saṃpravartate
(ତେଣୁ) ସେହି (ଶିବ) ପୃଥିବୀ ଆଦି ରୂପେ (ଅଭିବ୍ୟକ୍ତ ହେବାରେ) କୌଣସି (ମିଥ୍ୟା) କଳ୍ପନା ସମ୍ପ୍ରବର୍ତ୍ତିତ ହୁଏ ନାହିଁ।