यथा न योगिनोऽस्तीह नानासैन्यशरीरकैः ॥३६॥
yathā na yogino'stīha nānāsainyaśarīrakaiḥ
ଯେପରି (ସେନା ସୃଷ୍ଟି କରୁଥିବା) ଯୋଗୀଙ୍କର ଏଠାରେ ସେହି ସେନାର ନାନା (ମିଥ୍ୟା) ଶରୀରଦ୍ୱାରା (ନିଜର ବାସ୍ତବ) ବିଭାଗ ନାହିଁ —