चितिरेव चेतनपदादवरूढा चेत्यसङ्कोचिनी चित्तम् ॥५॥
citir eva cetana-padād avarūḍhā cetya-saṅkocinī cittam
sūtra
ଚିତି ସ୍ୱୟଂ ଚେତନ ପଦରୁ ଅବତରଣ କରି ଚେତ୍ୟ (ଜ୍ଞେୟ ବିଷୟ)ଦ୍ୱାରା ସଙ୍କୁଚିତ ହୋଇ ଚିତ୍ତ ହୁଏ।
ଚିତି ସ୍ୱୟଂ ଚେତନ ପଦରୁ ଅବତରଣ କରି ଚେତ୍ୟ (ଜ୍ଞେୟ ବିଷୟ)ଦ୍ୱାରା ସଙ୍କୁଚିତ ହୋଇ ଚିତ୍ତ ହୁଏ।