अहं हि सर्वयज्ञानां भोक्ता च प्रभुरेव च ।
नतु मामभिजानन्ति तत्त्वेनातश्चलन्ति ते ॥
९-२५ ॥
ahaṃ hi sarvayajñānāṃ bhoktā ca prabhureva ca |
natu māmabhijānanti tattvenātaścalanti te ||
9-25 ||
କାରଣ ମୁଁ ସମସ୍ତ ଯଜ୍ଞର ଭୋକ୍ତା ଓ ପ୍ରଭୁ ହିଁ; କିନ୍ତୁ ସେମାନେ ମୋତେ ତତ୍ତ୍ୱତଃ ଜାଣନ୍ତି ନାହିଁ, ତେଣୁ ସେମାନେ (ସ୍ଥାନଚ୍ୟୁତ ହୋଇ) ଫେରନ୍ତି।