मोघाशा मोघकर्माणो मोघज्ञाना विचेतसः ।
आसुरीं राक्षसीं चैव प्रकृतिं मोहिनीं श्रिताः ॥
९-१३ ॥
moghāśā moghakarmāṇo moghajñānā vicetasaḥ |
āsurīṃ rākṣasīṃ caiva prakṛtiṃ mohinīṃ śritāḥ ||
9-13 ||
ବୃଥା-ଆଶା, ବୃଥା-କର୍ମ, ବୃଥା-ଜ୍ଞାନ ଓ ବିଚେତନ (ବିବେକ-ହୀନ) ସେମାନେ ମୋହିନୀ ଆସୁରୀ ଓ ରାକ୍ଷସୀ ପ୍ରକୃତି ଆଶ୍ରୟ କରନ୍ତି।