जरामरणमोक्षाय मामाश्रित्य यतन्ति ये ।
ते ब्रह्म तद्विदुः कृत्स्नमध्यात्मं कर्म चाखिलम् ॥
७-२९ ॥
jarāmaraṇamokṣāya māmāśritya yatanti ye |
te brahma tadviduḥ kṛtsnamadhyātmaṃ karma cākhilam ||
7-29 ||
ଯେଉଁମାନେ ମୋତେ ଆଶ୍ରୟ କରି ଜରା ଓ ମରଣରୁ ମୋକ୍ଷ ନିମନ୍ତେ ଯତ୍ନ କରନ୍ତି, ସେମାନେ ସେହି ବ୍ରହ୍ମକୁ, ସମ୍ପୂର୍ଣ୍ଣ ଅଧ୍ୟାତ୍ମକୁ ଓ ସମଗ୍ର କର୍ମକୁ ଜାଣନ୍ତି।