साधिभूताधिदैवं मां साधियज्ञं च ये विदुः ।
प्रयाणकालेऽपि च मां ते विदुर्युक्तचेतसः ॥
७-३० ॥
sādhibhūtādhidaivaṃ māṃ sādhiyajñaṃ ca ye viduḥ |
prayāṇakāle'pi ca māṃ te viduryuktacetasaḥ ||
7-30 ||
ଯେଉଁମାନେ ମୋତେ ଅଧିଭୂତ ଓ ଅଧିଦୈବ ସହିତ, ତଥା ଅଧିଯଜ୍ଞ ସହିତ ଜାଣନ୍ତି, ସେମାନେ ଯୁକ୍ତ-ଚିତ୍ତ ହୋଇ ପ୍ରୟାଣ-କାଳରେ ମଧ୍ୟ ମୋତେ ଜାଣନ୍ତି।