Bhagavad Gītā (Kashmirian recension)· 7.28 / 30

Bhagavad Gītā (Kashmirian recension)7.28

7.28
येषां त्वन्तं गतं पापं जनानां पुण्यकर्मणाम् । ते द्वन्द्वमोहनिर्मुक्ता भजन्ते मां दृढव्रताः ॥ ७-२८ ॥
yeṣāṃ tvantaṃ gataṃ pāpaṃ janānāṃ puṇyakarmaṇām | te dvandvamohanirmuktā bhajante māṃ dṛḍhavratāḥ || 7-28 ||
— ଯେଉଁମାନଙ୍କ ପାପ ଅନ୍ତ ଯାଇଅଛି ; — ପୁଣ୍ୟକର୍ମା ଜନମାନଙ୍କ ; — ସେମାନେ ଦ୍ୱନ୍ଦ୍ୱ-ମୋହରୁ ନିର୍ମୁକ୍ତ ; — ଦୃଢ଼-ବ୍ରତ ହୋଇ ମୋତେ ଭଜନ କରନ୍ତି

କିନ୍ତୁ ପୁଣ୍ୟକର୍ମା ଯେଉଁ ଜନମାନଙ୍କ ପାପ ଅନ୍ତ ଯାଇଅଛି, ସେମାନେ ଦ୍ୱନ୍ଦ୍ୱ-ମୋହରୁ ନିର୍ମୁକ୍ତ ହୋଇ ଦୃଢ଼-ବ୍ରତ ହୋଇ ମୋତେ ଭଜନ କରନ୍ତି।