सर्वभूतस्थितं यो मां भजत्येकत्वमास्थितः ।
सर्वथा वर्तमानोऽपि स योगी मयि वर्तते ॥
६-३२ ॥
sarvabhūtasthitaṃ yo māṃ bhajatyekatvamāsthitaḥ |
sarvathā vartamāno'pi sa yogī mayi vartate ||
6-32 ||
ଯିଏ ଏକତ୍ୱରେ ସ୍ଥିତ ହୋଇ ସର୍ବଭୂତରେ ସ୍ଥିତ ମୋତେ ଭଜନ କରେ, ସେ ଯେଉଁ ପ୍ରକାରେ ବର୍ତ୍ତିଲେ ବି, ସେହି ଯୋଗୀ ମୋ'ଠାରେ ବର୍ତ୍ତିଥାଏ।