परित्राणाय साधूनां विनाशाय च दुष्कृताम् ।
धर्मसंस्थापनार्थाय सम्भवामि युगे युगे ॥
४-८ ॥
paritrāṇāya sādhūnāṃ vināśāya ca duṣkṛtām |
dharmasaṃsthāpanārthāya sambhavāmi yuge yuge ||
4-8 ||
ସାଧୁମାନଙ୍କ ପରିତ୍ରାଣ ପାଇଁ, ଦୁଷ୍କୃତମାନଙ୍କ ବିନାଶ ପାଇଁ ଓ ଧର୍ମର ସଂସ୍ଥାପନ ନିମନ୍ତେ ମୁଁ ଯୁଗେ ଯୁଗେ ସମ୍ଭୂତ ହୁଏ।