एवं बुद्धेः परं बुद्ध्वा संस्तभ्यात्मानमात्मना ।
जहि शत्रुं महाबाहो कामरूपं दुरासदम् ॥
३-४८ ॥
evaṃ buddheḥ paraṃ buddhvā saṃstabhyātmānamātmanā |
jahi śatruṃ mahābāho kāmarūpaṃ durāsadam ||
3-48 ||
ଏପରି (ଆତ୍ମା)କୁ ବୁଦ୍ଧିଠାରୁ ପର ବୋଲି ଜାଣି, ଆତ୍ମାଦ୍ୱାରା ଆତ୍ମାକୁ ସ୍ତମ୍ଭିତ (ସୁସ୍ଥିର) କରି, ହେ ମହାବାହୁ, କାମରୂପୀ ଦୁରାସଦ (ଦୁର୍ଜୟ) ଶତ୍ରୁକୁ ବଧ କର।