यश्चात्मरतिरेव स्यादात्मतृप्तश्च मानवः ।
आत्मन्येव च सन्तुष्टस्तस्य कार्यं न विद्यते ॥
३-१७ ॥
yaścātmaratireva syādātmatṛptaśca mānavaḥ |
ātmanyeva ca santuṣṭastasya kāryaṃ na vidyate ||
3-17 ||
କିନ୍ତୁ ଯେଉଁ ମାନବ ଆତ୍ମାରେ ହିଁ ରତ, ଆତ୍ମାରେ ତୃପ୍ତ ଓ ଆତ୍ମାରେ ହିଁ ସନ୍ତୁଷ୍ଟ, ତାର କୌଣସି କର୍ତ୍ତବ୍ୟ ନ ଥାଏ।