Bhagavad Gītā (Kashmirian recension)· 2.29 / 74

Bhagavad Gītā (Kashmirian recension)2.29

2.29
अव्यक्तादीनि भूतानि व्यक्तमध्यानि भारत ! अव्यक्तनिधनान्येव तत्र का परिदेवना ॥ २-२९ ॥
avyaktādīni bhūtāni vyaktamadhyāni bhārata ! avyaktanidhanānyeva tatra kā paridevanā || 2-29 ||
— ଭୂତମାନେ ଆଦିରେ ଅବ୍ୟକ୍ତ ; — ମଧ୍ୟରେ ବ୍ୟକ୍ତ ; — ହେ ଭାରତ ; — ଅନ୍ତରେ ପୁଣି ଅବ୍ୟକ୍ତ ; — ସେଥିରେ କଅଣ ବିଳାପ

ହେ ଭାରତ, ଭୂତମାନେ ଆଦିରେ ଅବ୍ୟକ୍ତ, ମଧ୍ୟରେ ବ୍ୟକ୍ତ ଓ ଅନ୍ତରେ ପୁଣି ଅବ୍ୟକ୍ତ; ସେଥିରେ କଅଣ ପରିଦେବନା (ବିଳାପ)?