यया स्वप्नं भयं शोकं विषादं मोहमेव च ।
न विमुञ्चति दुर्मेधा धृतिः सा तामसी मता ॥
१८-३५ ॥
yayā svapnaṃ bhayaṃ śokaṃ viṣādaṃ mohameva ca |
na vimuñcati durmedhā dhṛtiḥ sā tāmasī matā ||
18-35 ||
ଯେଉଁ ଧୃତି ଦ୍ୱାରା ଦୁର୍ମେଧା (ବ୍ୟକ୍ତି) ନିଦ୍ରା, ଭୟ, ଶୋକ, ବିଷାଦ ଓ ମୋହକୁ ତ୍ୟାଗ କରେ ନାହିଁ, ସେ ଧୃତି ତାମସୀ ବୋଲି ମନ୍ୟ।